ଯଦି ସଂଖ୍ୟା ଶ୍ରେଣୀ 2 3 4 5 6 1 2 3 5 4 6 6 7 8 ରେ, ସମସ୍ତ ଅଯୁଗ୍ମ ସଂଖ୍ୟାଗୁଡ଼ିକୁ ଦୁଇରେ ବୃଦ୍ଧି କରାଯାଏ ଏବଂ ସମସ୍ତ ଯୁଗ୍ମ ସଂଖ୍ୟାଗୁଡ଼ିକୁ ଦୁଇରେ ହ୍ରାସ କରାଯାଏ, ତେବେ ନୂତନ ସଂଖ୍ୟା ଶ୍ରେଣୀକୁ ଅବରୋହୀ କ୍ରମରେ ବ୍ୟବସ୍ଥାପିତ କରାଯାଇଛି, ବାମପାଶ୍ୱରୁ ପଞ୍ଚମ ଅଙ୍କ କଣ ହେବ?
1
6
2
4
3
7
4
5