Teaching Odisha LTR Teacher Mock Test Series 2024-25 Logical Reasoning Seating Arrangement Linear Arrangement
Comprehension Passage
ନିର୍ଦ୍ଦେଶାବଳୀ: A, B, C, D, E ଏବଂ F ପ୍ରତ୍ୟେକ ଧାଡିରେ ତିନିଜଣ ଲେଖାଏଁ ଦୁଇଟି ଧାଡିରେ ବସିଛନ୍ତି । କୌଣସି ଧାଡିର ଶେଷରେ E ବସି ନାହିଁ; F ର ବାମପଟକୁ ଦ୍ୱିତୀୟ ସ୍ଥାନରେ ବସିଛି D; C ଯେ କି Eର ପଡୋଶୀ Dର ବିପରୀତ ପଟେ ତେରଛା ଭାବେ ବସିଛି; F ର ପଡୋଶୀ ହେଉଛି B I
ନିମ୍ନୋକ୍ତ କେଉଁ ଯୋଡି ପରସ୍ପର ତେରଛାଭାବେ ବସିଛନ୍ତି?
1
F and C
2
D and A
3
A and C
4
A and F