Teaching Odisha LTR Teacher Mock Test Series 2024-25 Quantitative Aptitude Profit and Loss Discount and MP
ଗୋଟିଆ ବସ୍ତୁ ର କ୍ରୟମୂଲ୍ୟ ଏବଂ ଚିହ୍ନିତ ମୂଲ୍ୟର ଅନୁପାତ ହେଉଛି 5 : 8 | ଚିହ୍ନିତ ମୂଲ୍ୟ ଉପରେ 20% ରିହାତି ଦିଆଯାଏ ଏବଂ ଦୋକାନୀ 70 ଟଙ୍କା ଲାଭ କରନ୍ତି | ବସ୍ତୁ ର କ୍ରୟମୂଲ୍ୟ କେତେ ?
1
225 ଟଙ୍କା
2
300 ଟଙ୍କା
3
200 ଟଙ୍କା
4
250 ଟଙ୍କା