Teaching Odisha LTR Teacher Mock Test Series 2024-25 Quantitative Aptitude Profit and Loss Partnership
A, B, C ଯଥାକ୍ରମେ 900 ଟଙ୍କା, 1100 ଟଙ୍କା, 1500 ଟଙ୍କା ବିନିଯୋଗ କରି ଏକ ଦୋକାନ ଆରମ୍ଭ କରିଥିଲେ। ବର୍ଷ ଶେଷରେ ଲାଭ ବଣ୍ଟନ କରାଯାଇଥିଲା । ଯଦି A ର ଅଂଶ 4680 ଟଙ୍କା ଥିଲା ତେବେ ସେମାନଙ୍କର ମୋଟ ଲାଭ କେତେ ଥିଲା :
1
19200
2
18200
3
17200
4
16200