ଜଣେ ବ୍ୟକ୍ତି A ବିନ୍ଦୁରୁ ଆରମ୍ଭ କରି ପୂର୍ବ ଦିଗରେ 5 କିମି ଚାଲେ। ସେ ଡାହାଣକୁ ମୁହାଁଇ 3 କିମି ଚାଲେ; ପୁନଃ ଡାହାଣକୁ ମୁହାଁଇ 2 କିମି ଚାଲେ। ସେ ପୁନଃ ଡାହାଣକୁ ମୁହାଁଇ 7 କିମି ଚାଲେ। ସେ ପୂର୍ବ ଦିଗରେ 6 କିମି ଚାଲେ; ଡାହାଣକୁ ମୁହାଁଇ 4 କିମି ଚାଲେ ଏବଂ ବାମକୁ ମୁହାଁଇ 2 କିମି ଚାଲି B ବିନ୍ଦୁରେ ପହଞ୍ଚେ। A ଏବଂ B ମଧ୍ୟରେ କେତେ ଦୂରତା ଅଛି?
1
15 କିମି
2
14 କିମି
3
11 କିମି
4
12 କିମି