Teaching Odisha LTR Teacher Mock Test Series 2024-25 Quantitative Aptitude Profit and Loss Partnership
A ଓ B ଦୁଇ ଜଣ ଅଂଶୀଦାର ଭାବରେ ଗୋଟିଏ ବ୍ୟବସାୟରେ ଯଥାକ୍ରମେ 15000 ଟଙ୍କା ଓ 20,000 ଟଙ୍କା ପୁଞ୍ଜି ନିବେଶ କଲେ । ଯଦି ବର୍ଷ ଶେଷରେ 14000 ଟଙ୍କା ଲାଭ ହୁଏ, ତେବେ A ଓ B ର ଲାଭାଂଶ କେତେ ?
1
Rs. 6000, Rs. 8000
2
Rs. 7000, Rs. 7000
3
Rs. 5000, Rs. 9000
4
Rs. 4000, Rs. 10000