Teaching Odisha LTR Teacher Mock Test Series 2024-25 Computer Awareness Microsoft Office Microsoft Word
ମାଇକ୍ରୋସଫ୍ଟ ୱାର୍ଡ (Microsoft Word) ରେ ଥିବା _________ ବୈଶିଷ୍ଟ୍ୟ ଆପଣଙ୍କୁ ଗୋଟିଏ ପ୍ରଫେସନାଲ ଫର୍ମାଟ (professional formats) ତିଆରି କରିବାରେ ସାହାଯ୍ୟ କରେ ।
1
ମେଲ୍ ମର୍ଜ (mail merge)
2
ଟେମ୍ପଲେଟ (template)
3
ଗ୍ୟାଲେରୀ (gallery)
4
ଫର୍ମାଟିଂ ଟୁଲ (formatting tools)