Teaching Odisha LTR Teacher Mock Test Series 2024-25 Quantitative Aptitude Profit and Loss Successive Selling
ଜଣେ ଦୋକାନଦାର ଦୁଇଟି ପ୍ରେସର କୁକର ପ୍ରତ୍ୟେକ ୧୮୦୦ ଟଙ୍କାରେ ବିକ୍ରି କରିଥିଲେ। ଏଥିରେ ସେ ଗୋଟିଏରେ ୩୦% ଲାଭ ଏବଂ ଅନ୍ୟଟିରେ ୨୫% କ୍ଷତି କରିଥିଲେ। ସମୁଦାୟ କାରବାରରେ ତାଙ୍କର ଲାଭ କିମ୍ବା କ୍ଷତି ପ୍ରତିଶତ କେତେ?
1
୪.୮୮% କ୍ଷତି
2
୪.୮୮% ଲାଭ
3
୩.୭୪% କ୍ଷତି
4
୩.୭୪% ଲାଭ