ଆଠଟି ରଙ୍ଗର ବାକ୍ସକୁ ଏକ ଆଲମିରାରେ ରଖାଯାଏ । ଗୋଟିଏ ଥାକରେ କେବଳ ଗୋଟିଏ ବାକ୍ସ ରଖାଯାଏ । ନିମ୍ନତମ ଥାକକୁ ଏକ ଏବଂ ଉପର ଥାକକୁ ଆଠ ନମ୍ବର ଦିଆଯାଇଛି । ନୀଳ ବାକ୍ସ ଉପରେ କେବଳ ଦୁଇଟି ବାକ୍ସ ରଖାଯାଇଛି । ବାଦାମୀ ବାକ୍ସକୁ କଳା ଏବଂ ନୀଳ ବାକ୍ସ ମଧ୍ୟରେ ରଖାଯାଇଛି । ଛଅଟି ବାକ୍ସ ସବୁଜ ବାକ୍ସ ତଳେ ରଖାଯାଇଛି । କମଳା ବାକ୍ସକୁ ଏକ ଅଯୁଗ୍ମ ସଂଖ୍ୟା ବିଶିଷ୍ଟ ଥାକରେ ରଖାଯାଇଛି । ହଳଦିଆ ବାକ୍ସକୁ ଧଳା ବାକ୍ସ ଉପରେ ରଖାଯାଇଥାଏ ଏବଂ ନାଲି ବାକ୍ସ ତଳେ ଅଛି ।
କେଉଁ ବାକ୍ସ ନିମ୍ନତମ ଥାକରେ ରଖାଯାଇଛି?
1
ନୀଳ
2
ଲାଲ୍
3
ହଳଦିଆ
4
ଧଳା