Teaching EMRS JSA (Junior Secretariat Assistant) Mock Test Series 2023 Logical Reasoning Data Sufficiency Linear Arrangement
ଏହି ପ୍ରଶ୍ନ ରେ, ଗୋଟିଏ ପ୍ରଶ୍ନ ପରେ ଦୁଇ କଥନ କ୍ରମାଙ୍କ (I) ଏବଂ (II) ଦିଆଯାଇଛି । ଆପଣଙ୍କୁ ଏହି ନିର୍ଣ୍ଣୟ ନେବାର ଅଛି ଯେ କଥନ ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ କିମ୍ବା ନୁହେଁ । ଉଭୟ କଥନ କୁ ପଢନ୍ତୁ ଏବଂ ଉତ୍ତର ସାବଧାନ ର ସହ ଚୟନ କର ।
ପ୍ରଶ୍ନ: P, Q, R, S, T, U ଏବଂ V, 7 ବ୍ୟକ୍ତି ଏକ ଧାଡ଼ି ରେ ଉତ୍ତର ଆଡ଼କୁ ମୁହଁ କରି ଠିଆ ହେଇଛନ୍ତି (ଜରୁରୀ ନୁହେଁ ଏହି କ୍ରମ ରେ ରହିବେ) । T ର ଡାହାଣ ରୁ ଦ୍ଵିତୀୟ ସ୍ଥାନ ରେ କିଏ ଠିଆ ହେଇଛି ?
କଥନ:
(I) U ଡାହାଣ ମୁଣ୍ଡ ରୁ ତୃତୀୟ ସ୍ଥାନ ରେ ଏବଂ R ର ବାମ ରୁ ଦ୍ଵିତୀୟ ସ୍ଥାନ ରେ ଠିଆ ହେଇଛି ।
(II) Q, T ର ଠିକ ଡାହାଣ ରେ ଠିଆ ହେଇଛି । Q, P ର ବାମ ରୁ ଦ୍ଵିତୀୟ ସ୍ଥାନ ରେ ଠିଆ ହେଇଛି ।
1
ଉଭୟ କଥନ (I) ଏବଂ (II) ରେ ଦିଆଯାଇଥିବା ସୂଚନା ଏକତ୍ର ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ ।
2
କଥନ (II) ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଇଥିଲା ବେଳେ କଥନ (I ) ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ନୁହେଁ ।
3
କଥନ (I) ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଇଥିଲା ବେଳେ କଥନ (II) ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ନୁହେଁ ।
4
ଉଭୟ କଥନ (I) ଏବଂ (II) ରେ ଦିଆଯାଇଥିବା ସୂଚନା ଏକତ୍ର ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ନୁହେଁ ।