ଜଣେ ଦୋକାନୀ ଭୁଲ ରେ ଉତ୍ପାଦ ର ମୂଲ୍ୟ ତାର କ୍ରୟ ମୂଲ୍ୟ ରୁ 10% ଅଧିକ ଅଙ୍କିତ କରେ ଏବନ ତାର ଗ୍ରାହକ ଙ୍କୁ 40% ରିହାତି ଦିଏ ଯାହା ଦ୍ଵାରା ତାକୁ କିଛି କ୍ଷତି ସହିବାକୁ ହୁଏ । ଯଦି ସଠିକ ଅଙ୍କିତ ମୂଲ୍ୟ, କ୍ରୟ ମୂଲ୍ୟ ଠାରୁ 40% ଅଧିକ ଅଟେ ଏବଂ ସଠିକ ରିହାତି 10% ଅଟେ, ତେବେ ତାକୁ କିଛି ଲାଭ ହୁଏ । ଯଦି କ୍ଷତି ଲାଭ ଠାରୁ 240 ଟଙ୍କା ଅଧିକ ହୁଏ, ତେବେ ଉତ୍ପାଦ ର କ୍ରୟ ମୂଲ୍ୟ କେତେ ?  

1
3000 ଟଙ୍କା 
2
2400 ଟଙ୍କା 
3
2000 ଟଙ୍କା 
4
2800 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation