ଦିଆଯାଇଥିବା ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଧ୍ୟାନର ସହ ପଢନ୍ତୁ । ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ ବୋଲି ଧର , ଯଦିଓ ଏହା ସାଧାରଣଭାବରେ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଏ, ତେବେ ନିର୍ଦ୍ଧାରିତ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କର ।
ବିବୃତ୍ତି:
ସବୁ ବତକ ବାଘ ଅଟନ୍ତି ।
ସମସ୍ତ ବାଘ ମାଙ୍କଡ଼ ଅଟନ୍ତି ।
ସମସ୍ତ ମାଙ୍କଡ଼ ଗାଈ ଅଟନ୍ତି ।
ସିଦ୍ଧାନ୍ତ:
I. ସମସ୍ତ ବାଘ ଗାଈ ଅଟନ୍ତି ।
II. ସମସ୍ତ ମାଙ୍କଡ଼ ବତକ ଅଟନ୍ତି ।
III. ସମସ୍ତ ବତକ ଗାଈ ଅଟନ୍ତି ।
IV. ସମସ୍ତ ଗାଈ ବାଘ ଅଟନ୍ତି ।
1
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରନ୍ତି ।
2
ଉଭୟ ସିଦ୍ଧାନ୍ତ III ଏବଂ IV ଅନୁସରଣ କରନ୍ତି ।
3
ଉଭୟ ସିଦ୍ଧାନ୍ତ I ଏବଂ III ଅନୁସରଣ କରନ୍ତି ।
4
ସିଦ୍ଧାନ୍ତ I, II ଏବଂ III ଅନୁସରଣ କରେ ।