ଦିଆଯାଇଥିବା ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଧ୍ୟାନର ସହ ପଢନ୍ତୁ । ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ ବୋଲି ଧର , ଯଦିଓ ଏହା ସାଧାରଣଭାବରେ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଏ, ତେବେ ନିର୍ଦ୍ଧାରିତ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କର ।
ବିବୃତ୍ତି:
ସମସ୍ତ ଛାତ୍ର ଶିକ୍ଷକ ଅଟନ୍ତି ।
ସମସ୍ତ ଶିକ୍ଷକ ମଣିଷ ଅଟନ୍ତି ।
ସିଦ୍ଧାନ୍ତ:
I. ସମସ୍ତ ଶିକ୍ଷକ ଛାତ୍ର ଅଟନ୍ତି ।
II ସମସ୍ତ ମଣିଷ ଛାତ୍ର ଅଟନ୍ତି ।
1
ଉଭୟ ସିଦ୍ଧାନ୍ତ ଅନୁସରଣ କରେ ।
2
କେବଳ ସିଦ୍ଧାନ୍ତ II ଅନୁସରଣ କରେ ।
3
କେବଳ ସିଦ୍ଧାନ୍ତ I ଅନୁସରଣ କରେ ।
4
କୌଣସି ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ ନାହିଁ ।