ପ୍ରାଥମିକ ଶ୍ରେଣୀର ଗଣିତ ଶିକ୍ଷୟିତ୍ରୀ ଶ୍ରେୟା ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଯୋଗ ଶିକ୍ଷା ଦେବା ପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରନ୍ତି, ଯେପରିକି,
(i) \(\frac{\begin{matrix} \,\,\,\,\,2 \, 3 \\\ +\,4\,6 \end{matrix}}{\,\,\,\,\,\,6\,9}\)
(ii) \(\frac{\begin{matrix} \,\,\,\,\,20 \,+ \, 3 \\\ +\,40 \,+\,6 \end{matrix}}{\,\,\,\,\,\,60\,+\,9 \,=\, 69}\)
(iii) (23 + 46)
= (20 + 3) + (40 + 6)
= (20 + 40) + (6 + 3)
= 60 + 9 = 69
ତାଙ୍କ ଶିକ୍ଷାପଦ୍ଧତି ପାଇଁ ନିମ୍ନରେ ଉଲ୍ଲେଖିତ କେଉଁ ବିବୃତ୍ତି ସର୍ବାଧିକ ଉପଯୁକ୍ତ?
1
ସେ କେବଳ ଗଣିତ ସଂଯୋଗରେ ଧ୍ୟାନ ଦେଉଛନ୍ତି।
2
ସେ ଗଣିତରେ ସମସ୍ୟା ସମାଧାନ କରିବାରେ ବହୁବିଧ ଉପାୟ ପ୍ରଦାନ କରୁଛନ୍ତି।
3
ସେ ଏତେ ପଦ୍ଧତି ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଭ୍ରାନ୍ତ କରୁଛନ୍ତି।
4
ସେ ଗୋଟିଏ ସମସ୍ୟା ସମାଧାନ କରିବାରେ ଅଧିକ ସମୟ ନଷ୍ଟ କରୁଛନ୍ତି।