ସମାବେଶୀ ଶିକ୍ଷାକକ୍ଷରେ ରଘୁ ନିମ୍ନଲିଖିତ ବିଶେଷତ୍ୱ ପ୍ରଦର୍ଶନ କରେ
a) ଧୀରେ ପଢ଼େ ଏବଂ ଲେଖେ।
b) ବାମ ପାଶ୍ୱରୁ ଡାହାଣ ପାଶ୍ୱକୁ ପୃଥକ କରିବାରେ ଅସୁବିଧା ହୁଏ।
c) ବ୍ଳାକବୋର୍ଡ କିମ୍ବା ଛାପା ପୁସ୍ତକରୁ ଶିଖିବା କିମ୍ବା ନକଲ କରିବାରେ ଅସୁବିଧା ହୁଏ।
ଏହି ସବୁ କ'ଣର ସୂଚକ?
1
ମସ୍ତିଷ୍କ ପକ୍ଷାଘାତ
2
ଦୃଷ୍ଟିହୀନତା
3
ଡିସ୍ଲେକ୍ସିଆ
4
ଡିସାର୍ଥ୍ରିଆ