ନିମ୍ନ ରେ ଦିଆଯାଇଥିବା ତାଲିକା ଦୁଇ ପରିବାର A ଏବଂ B ଦ୍ଵାରା ଛଅ ବସ୍ତୁ ଉପରେ କରାଯାଇଥିବା ବ୍ୟୟ କୁ ଦର୍ଶାଏ । 

ବସ୍ତୁ   A B
P 40 120 
Q 60  70 
R 80  90 
S 100  50 
T 110  40 
U 90  80 

ନିମ୍ନ ରୁ କେଉଁ କଥନ ସଠିକ ନୁହେଁ ?

I. A ଦ୍ଵାରା ବସ୍ତୁ  R ଉପରେ କରାଯାଇଥିବା ବ୍ୟୟ , B  ଦ୍ଵାରା ବସ୍ତୁ Q ଉପରେ କରାଯାଇଥିବା ବ୍ୟୟ ଠାରୁ 28.56 ଶତକଡା ଅଧିକ ଅଟେ ।

II. A ଦ୍ଵାରା ବସ୍ତୁ P ଏବଂ Q ଉପରେ ହାରାହାରି ବ୍ୟୟ ଏବଂ  B  ଦ୍ଵାରା ବସ୍ତୁ R ଏବଂ S ଉପରେ ହାରାହାରି ବ୍ୟୟ ର ପାର୍ଥକ୍ୟ  20 ଅଟେ ।

1
I ଏବଂ II ଉଭୟ 
2
କେବଳ I 
3
କେବଳ  II
4
ନା ତ  I ଏବଂ ନା ହିଁ  II

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation