ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ଏକ ନିର୍ବାଚନରେ ମୋଟ ଭୋଟରଙ୍କ ମଧ୍ୟରୁ 15% ଭୋଟ୍ ଦେଇ ନାହାଁନ୍ତି ଏବଂ 100 ଭୋଟ୍ ଅଯୋଗ୍ୟ ଘୋଷିତ ହୋଇଛି। ନିର୍ବାଚନରେ ଜିତିଥିବା ପ୍ରାର୍ଥୀ ମୋଟ ଭୋଟର 45% ହାସଲ କରି 400 ଭୋଟ୍ ବ୍ୟବଧାନରେ ଜିତିଥିଲେ। ସମୁଦାୟ ଭୋଟର ସଂଖ୍ୟା ନିର୍ଣ୍ଣୟ କର ।
1
6,000
2
3,600
3
10,000
4
3,500