Comprehension Passage

ନିମ୍ନ ଚାର୍ଟ ଏକ ବହି ପ୍ରକାଶନ ରେ ହେଇଥିବା ଖର୍ଚ୍ଚ ର ପ୍ରତିଶତର ବିତରଣ କୁ ଦର୍ଶାଯାଇଛି । ପାଇ ଚାର୍ଟ କୁ ଭଲ ଭାବ ରେ ଅଧ୍ୟୟନ କର ଏବଂ ଏହା ଉପରେ ଥିବା ପ୍ରଶ୍ନ ର ଉତ୍ତର ଦିଅ । 

ବହି ର କ୍ରୟାମୂଲ୍ୟ ଠାରୁ  20% ଅଧିକ ଚିହ୍ନିତ କରାଯାଇଛି । ଯଦି ବହିର ଚିହ୍ନିତ ମୂଲ୍ୟ 160 ଟଙ୍କା ହୁଏ, ତେବେ ଗୋଟେ ବହି ରେ ବ୍ୟବହାର ହେଇଥିବା ପେପର ର ମୂଲ୍ୟ କେତେ ?

1
 45 ଟଙ୍କା 
2
44.25 ଟଙ୍କା 
3
 40 ଟଙ୍କା 
4
46.67 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation