Comprehension Passage

ନିମ୍ନ ଚାର୍ଟ ଏକ ବହି ପ୍ରକାଶନ ରେ ହେଇଥିବା ଖର୍ଚ୍ଚ ର ପ୍ରତିଶତର ବିତରଣ କୁ ଦର୍ଶାଯାଇଛି । ପାଇ ଚାର୍ଟ କୁ ଭଲ ଭାବ ରେ ଅଧ୍ୟୟନ କର ଏବଂ ଏହା ଉପରେ ଥିବା ପ୍ରଶ୍ନ ର ଉତ୍ତର ଦିଅ । 

ଯଦି 5000 ବହି ପ୍ରକାଶ ପାଇଲା ଏବଂ ସେଥିରେ ପରିବହନ ଖର୍ଚ୍ଚ  ମିଶି 80,500 ହୁଏ , ତେବେ ଆନୁମାନିକ ମୂଲ୍ୟ କେତେ ରେ ବହିକୁ ବିକ୍ରି କରାଗଲେ ପ୍ରକାଶକ 25% ଲାଭ ପାଇବେ ?

1
387.02 ଟଙ୍କା
2
 395  ଟଙ୍କା
3
390 ଟଙ୍କା
4
385.5 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation