ପ୍ରଥମ ବସ୍ତୁର ବିକ୍ରୟ ମୂଲ୍ୟ ହେଉଛି 960 ଟଙ୍କା ଏବଂ ଦ୍ୱିତୀୟ ବସ୍ତୁର କିଣା ମୂଲ୍ୟ 960  ଟଙ୍କା ।  ଯଦି ପ୍ରଥମ ବସ୍ତୁରେ 20% ଲାଭ ଏବଂ ଦ୍ୱିତୀୟ ବସ୍ତୁରେ  20% କ୍ଷତି ହୋଇଥାଏ, ତେବେ, ସମୁଦାୟ କ୍ଷତି କେତେ ହେବ ନିର୍ଣ୍ଣୟ କର ?

1
36 ଟଙ୍କା 
2
24 ଟଙ୍କା 
3
20 ଟଙ୍କା 
4
32 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation