ଗୋଟିଏ ସାମଗ୍ରୀର ଲିଖିତ ମୂଲ୍ୟ ଉପରେ 12% ରିହାତି ଦେବା ପରେ ଏହାକୁ 880 ଟଙ୍କାରେ ବିକ୍ରି କରାଯାଏ । ତେବେ ଏହାର ଲିଖିତ ମୂଲ୍ୟ କେତେ ହେବ ନିର୍ଣ୍ଣୟ କର  । 

1
1100 ଟଙ୍କା
2
2000 ଟଙ୍କା
3
1000 ଟଙ୍କା
4
2100 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation