ନିମ୍ନଲିଖିତ ସାରଣୀରେ 40 ଜଣ ଛାତ୍ରଛାତ୍ରୀ ହାସଲ କରିଥିବା ମାର୍କ ଦର୍ଶାଯାଇଛି । ଏହି ଡାଟାର ଗରିଷ୍ଠକ କେତେ ହେବ ?
|
ହାସଲ କରିଥିବା ମାର୍କ |
42 |
36 |
30 |
45 |
50 |
|
ଛାତ୍ରଛାତ୍ରୀ ସଂଖ୍ୟା |
7 |
10 |
13 |
8 |
2 |
1
50
2
30
3
10
4
36