52 ତାସ କୁ ଭଲ ଭାବେ ମିଶାଇଲା ପରେ ସେଥିରୁ ମନଇଛା ଗୋଟିଏ ତାସ ପତା ବାହାର କରାଯାଏ । ତେବେ ସେହି ପତା ରାଜା କିମ୍ବା କଳା ପତା ନ ହେବା ର ସମ୍ଭାବ୍ୟ ବାହାର କର । 

1
\(\frac{1}{2} \)
2
\(\frac{7}{13} \)
3
\(\frac{6}{13} \)
4
\(\frac{15}{26}\)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation