P ଏବଂ Q , S ର ପିଲା ଅଟନ୍ତି । P ର ପିତା କିଏ ଖୋଜି ବାହାର କର । ଏହି ପ୍ରଶ୍ନ ର ଉତ୍ତର ଦେବାପାଇଁ ବାକ୍ୟ (1) ଏବଂ (2) ମଧ୍ୟ ରୁ କେଉଁଟି ଆବଶ୍ୟକ ଚୟନ କର ।
1. R, P ର ଭାଇ ଏବଂ T ର ପୁଅ ।
2. U, Q ର ମା ।
1
କେବଳ 1
2
କେବଳ 2
3
1 କିମ୍ବା 2
4
1 ଏବଂ 2