ଦିଆଯାଇଥିବା ପ୍ରଶ୍ନ କୁ ବିଚାରକୁ ନିଅନ୍ତୁ ଏବଂ ନିସ୍ପତି ନିଅନ୍ତୁ ଯେ ଏଥିମଧ୍ୟରୁ କେଉଁ ଉକ୍ତି ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ । 

ରେଷ୍ଟୋରାଣ୍ଟ B ଅନୁସାରେ କେଉଁ ଦିଗ ରେ ରେଷ୍ଟୋରାଣ୍ଟ A ଅଛି ?

ଉକ୍ତି:

I. ରେଷ୍ଟୋରାଣ୍ଟ P, ରେଷ୍ଟୋରାଣ୍ଟ B ର ଉତ୍ତର ରେ ଏବଂ ରେଷ୍ଟୋରାଣ୍ଟ A ର ପୂର୍ବ ରେ ଅଛି । 

II.  ରେଷ୍ଟୋରାଣ୍ଟ Q,  ରେଷ୍ଟୋରାଣ୍ଟ B ର ପଶ୍ଚିମ ରେ ଏବଂ  ରେଷ୍ଟୋରାଣ୍ଟ A ର ଦକ୍ଷିଣ ରେ ଅଛି । 

1
 କେବଳ ଉକ୍ତି I ରେ ଥିବା ତଥ୍ୟ ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ । 
2
 କେବଳ ଉକ୍ତି II ରେ ଥିବା ତଥ୍ୟ ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ । 
3
 କେବଳ ଉକ୍ତି I କିମ୍ବା କେବଳ ଉକ୍ତି II ରେ ଦିଆଯାଇଥିବା ତଥ୍ୟ ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ । 
4
ଉଭୟ ଉକ୍ତି I ଏବଂ II ରେ ଥିବା ସୂଚନା ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation