ଦୁଇଟି ବିବୃତି ଏବଂ ଏକ ପ୍ରଶ୍ନ ଉପରେ ବିଚାର କରନ୍ତୁ:
ବିବୃତ୍ତି -1: ମାସର ଶେଷ ଦିନ ବୁଧବାର ଅଟେ |
ବିବୃତ୍ତି-2: ମାସର ତୃତୀୟ ଶନିବାର ସତର ତମ ଦିନ ଥିଲା |
ପ୍ରଶ୍ନ: ପ୍ରଦତ୍ତ ମାସର ଚଉଦ ତମ ଦିନ କେଉଁ ଦିନ ଅଟେ ?
ବିବୃତି ଏବଂ ପ୍ରଶ୍ନ ସମ୍ବନ୍ଧରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍ ଅଟେ ?
1
ପ୍ରଶ୍ନର ଉତ୍ତର ଦେବାକୁ କେବଳ ବିବୃତି -1 ଯଥେଷ୍ଟ ଅଟେ |
2
ପ୍ରଶ୍ନର ଉତ୍ତର ଦେବାକୁ କେବଳ ବିବୃତି -2 ଯଥେଷ୍ଟ ଅଟେ |
3
ପ୍ରଶ୍ନର ଉତ୍ତର ଦେବାକୁ ଉଭୟ ବିବୃତି -1 ଏବଂ ବିବୃତି -2 ଯଥେଷ୍ଟ ଅଟେ |
4
ପ୍ରଶ୍ନର ଉତ୍ତର ଦେବାକୁ କେବଳ ବିବୃତି -1 କିମ୍ବା ବିବୃତି -2 ଯଥେଷ୍ଟ ନୁହେଁ |