ଉତ୍ତର ଗୋଲାର୍ଦ୍ଧ ରେ ଅତିରିକ୍ତ କ୍ରାନ୍ତୀୟ ସାଇକ୍ଳୋନ ପ୍ରସଙ୍ଗ ରେ, ନିମ୍ନଲିଖିତ ବିବୃତ୍ତି କୁ ବିଚାର କରନ୍ତୁ :
1.ଏହାକୁ ସମଶୀତୋଷ୍ଣ ସାଇକଲୋନ ମଧ୍ୟ କୁହାଯାଏ ।
2. ସେଗୁଡ଼ିକ କେବଳ ସମୁଦ୍ର ଉପରେ ଉତ୍ପନ୍ନ ହେଇପାରେ ।
3. ଅତିରିକ୍ତ କ୍ରାନ୍ତୀୟ ସାଇକ୍ଳୋନ ଉତ୍ତର ଗୋଲାର୍ଦ୍ଧ ରେ ପଶ୍ଚିମ ରୁ ପୂର୍ବକୁ ଗତିକରେ ।
ଉପରେ ଦିଆଯାଇଥିବା ବାକ୍ୟଗୁଡିକ ମଧ୍ୟ ରୁ କେତୋଟି ବାକ୍ୟ ସଠିକ ?
1
1
2
2
3
3
4
କୌଣସି ଟି ନୁହେଁ