ପାଞ୍ଚ ଜଣ ସାଙ୍ଗ ରାଜ, ଅମିତ, ବରୁଣ, କାଞ୍ଚନ ଏବଂ ଟିଆ ଉତ୍ତର କୁ ମୁଖ କରି ଏକ ଧାଡି ରେ ବସିଛନ୍ତି । ଟିଆ ଏବଂ ରାଜ ମଝିରେ ତିନି ଜଣ ସାଙ୍ଗ ବସିଛନ୍ତି । ବରୁଣ, ରାଜ ର ଠିକ ବାମ ଏବଂ ଅମିତ ର ଡାହାଣ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି । ମଝି ସ୍ଥାନ ରେ କିଏ ବସିଛି ?
1
ଅମିତ
2
ବରୁଣ
3
କାଞ୍ଚନ
4
ଟିଆ