Comprehension Passage
ନିର୍ଦ୍ଦେଶ: ନିମ୍ନଲିଖିତ ବୃତ୍ତ-ଲେଖ ବିଭିନ୍ନ ଜିନିଷ ଉପରେ ପରିବାରର ମାସିକ ଖର୍ଚ୍ଚ ଦର୍ଶାଇଥାଏ । ଯଦି ପରିବାର ପୋଷାକ ଉପରେ 825 ଟଙ୍କା ଖର୍ଚ୍ଚ କରନ୍ତି ,ତେବେ ନିମ୍ନ ପ୍ରଶ୍ନର ଉତ୍ତର ଦିଅ ।
ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚର ଅନୁପାତ କେତେ ଅଟେ?
1
3 : 4
2
2 : 3
3
3 : 2
4
2 : 5