Comprehension Passage
ନିର୍ଦ୍ଦେଶ: ଏହି ପାଇ-ଚାର୍ଟ ଅଧ୍ୟୟନ କରନ୍ତୁ ଏବଂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ :
ଧରାଯାଉ, ଇଞ୍ଜିନିୟରିଂରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା 320; ତେବେ ବାଣିଜ୍ୟ, କଳା ଓ ମେଡିକାଲ ବିଭାଗରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସମୁଦାୟ ସଂଖ୍ୟା କେତେ ହେବ ନିରୂପଣ କର?
1
700
2
800
3
900
4
1000