ଛଅ ଜଣ ବନ୍ଧୁ K, L, M, N, O ଏବଂ P ଦୁଇଟି ଧାଡିରେ ବସିଛନ୍ତି; ଉଭୟ ଧାଡି ଉତ୍ତର ଆଡକୁ ମୁହାଁଇଛନ୍ତି । ଚାରିଜଣ ବନ୍ଧୁ ପ୍ରଥମ ଧାଡିରେ ଥିବାବେଳେ ଦୁଇ ଜଣ ବନ୍ଧୁ ଦ୍ୱିତୀୟ ଧାଡିରେ ଅଛନ୍ତି । L ,O ଏବଂ P ମଧ୍ୟରେ ବସିଛି ।M, O ପଛରେ ଅଛି | N, L ପଛରେ ଅଛି । କୋଣରେ ବସିଥିବା K ଏବଂ P ପଛରେ କେହି ବସିନାହାଁନ୍ତି । ସେମାନଙ୍କ ମଧ୍ୟରୁ କିଏ ପ୍ରଥମ ଧାଡିରେ ବସିଛନ୍ତି?
1
P, L, N ଏବଂ K
2
K, L, P ଏବଂ M
3
K, L, O ଏବଂ P
4
M, N, L ଏବଂ P