SSC Delhi Police Head Constable (Ministerial) 2025 Mock Test (New) Logical Reasoning Syllogism Conventional Syllogism
ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । କଥନ ରେ ଦିଆଯାଇଥିବା ତଥ୍ୟକୁ ସତ୍ୟ ମାନି, ଏହା ସାଧାରଣ ତଥ୍ୟ ରୁ ଭିନ୍ନ ହେଇଥିଲେ ମଧ୍ୟ, ନିର୍ଣ୍ଣୟ କର ଯେ ଦିଆଯାଇଥିବା କେଉଁ ସିଦ୍ଧାନ୍ତ କଥନ କୁ ତାର୍କିକ ରୂପେ ଅନୁସରଣ କରୁଛି ।
କଥନ:
ସମସ୍ତ କାର୍ଟୁନ ବାକ୍ସ ଅଟେ ।
କିଛି ବାକ୍ସ ପେନ ନୁହେଁ ।
କିଛି କାର୍ଟୁନ ତାଲା ଅଟେ ।
ସିଦ୍ଧାନ୍ତ:
I. କିଛି ବାକ୍ସ ତାଲା ଅଟେ ।
II. କୌଣସି ପେନ କାର୍ଟୁନ ନୁହେଁ ।
III. କୌଣସି ପେନ ତାଲା ନୁହେଁ ।
1
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।
2
ଉଭୟ ସିଦ୍ଧାନ୍ତ I ଏବଂ III ଅନୁସରଣ କରୁଛି ।
3
ଉଭୟ ସିଦ୍ଧାନ୍ତ I ଏବଂ II ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ II ଅନୁସରଣ କରେ ।