ଏକ ବୃକ୍ଷ ବାତ୍ୟା ଯୋଗୁଁ ଭାଙ୍ଗିଗଲା ଏବଂ ଭଙ୍ଗା ଅଂଶ ବଙ୍କା ହେଇଗଲା, ବୃକ୍ଷ ର ଶୀର୍ଷ ଭୂମିକୁ  30° କୋଣ କରି ଛୁଇଂଲା । ବୃକ୍ଷ ର ପାଦଦେଶ ରୁ ବୃକ୍ଷ ର ଶୀର୍ଷ ମାଟି ଛୁଇଂବା ଜାଗା ମଧ୍ୟରେ ଦୂରତା ହେଉଛି 18 ମି । ବୃକ୍ଷ ର ଉଚ୍ଚତା ବାହାର କର । (ମିଟର ରେ )

1
24√3
2
9
3
9√3
4
18√3

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation