ଦିଆଯାଇଥିବା କଥନ ଏବଂ ସିଦ୍ଧାନ୍ତ କୁ ଧ୍ୟାନ ର ସହ ପଢ । ଏହା ସାଧାରଣ ଜ୍ଞାନ ରୁ ଭିନ୍ନ ହେଲେ ମଧ୍ୟ ଏହାକୁ ସତ୍ୟ ମାନିବ, ନିର୍ଣ୍ଣୟ କର ଯେ କେଉଁ କଥନ ତାର୍କିକ ରୂପେ ଅନୁସରଣ କରୁଛି ।
କଥନ:
କିଛି ପୋକ, ଅସରପା ଅଟେ ।
କିଛି ଝିଟିପିଟି, ପୋକ ଅଟେ ।
ସିଦ୍ଧାନ୍ତ:
I. କିଛି ଅସରପା, ପୋକ ଅଟେ ।
II. କିଛି ଝିଟିପିଟି, ଅସରପା ଅଟେ ।
1
ଉଭୟ ସିଦ୍ଧାନ୍ତ ଅନୁସରଣ କରୁଛି ।
2
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରୁନାହିଁ ।
3
କେବଳ ସିଦ୍ଧାନ୍ତ II ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।