ଆଠ ଜଣ M, N, P, S, T, V, X ଏବଂ Y ଏକ ସିଧା ଧାଡିରେ ବସି ସମସ୍ତେ ଉତ୍ତର ଆଡକୁ ମୁହାଁଇଛନ୍ତି | M ଧାଡ଼ିର ଏକ ଶେଷ ଆଡ଼ରୁ ତୃତୀୟ ସ୍ଥାନରେ ବସିଥାଏ | M ର ଡାହାଣ ପାର୍ଶ୍ୱର ଦ୍ଵିତୀୟ ସ୍ଥାନରେ N ବସିଛି | ଯେତେ ଲୋକ P ର ବାମ ପାର୍ଶ୍ୱରେ ସେତିକି ଲୋକ N ର ଡାହାଣ ପାର୍ଶ୍ୱରେ ବସିଛନ୍ତି | P ର ଡାହାଣ ପାର୍ଶ୍ୱର ତୃତୀୟ ସ୍ଥାନରେ S ବସିଛି | Y ର ତୁରନ୍ତ ଡାହାଣ ପାର୍ଶ୍ଵରେ X ବସିଛି | କେବଳ ଜଣେ ବ୍ୟକ୍ତି X ଏବଂ V ମଧ୍ୟରେ ବସିଛି |
T ର ଡାହାଣ ପାର୍ଶ୍ୱରେ କେତେ ଲୋକ ବସିଛନ୍ତି ?
1
ଦୁଇ
2
ଏକ
3
ତିନି
4
କୌଣସିଟି ନୁହେଁ