ଦୁଇଜଣ ବ୍ୟକ୍ତି A ଏବଂ B ଯଥାକ୍ରମେ 60 ଦିନ ଏବଂ 40 ଦିନରେ ଏକ କାର୍ଯ୍ୟ କରିପାରିବେ ।  ସେମାନେ ଏକାଠି କାମ ଆରମ୍ଭ କଲେ କିନ୍ତୁ କିଛି ସମୟ ପରେ A କାମ ଛାଡ଼ିଦେଲା  ଏବଂ B ଅବଶିଷ୍ଟ କାମକୁ 10 ଦିନରେ ସମାପ୍ତ କଲା ।  କେତେ ଦିନ ପରେ A କାମ ଛାଡିଲା ?

1
12 ଦିନ
2
15 ଦିନ
3
8 ଦିନ  
4
18 ଦିନ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation