ନିମ୍ନଲିଖିତ ସଂଖ୍ୟା-ଯୋଡ଼ିରେ, ପ୍ରଥମ ସଂଖ୍ୟାରେ ନିର୍ଦ୍ଦିଷ୍ଟ ଗାଣିତିକ ଅପରେସନ୍ ପ୍ରୟୋଗ କରି ଦ୍ବିତୀୟ ସଂଖ୍ୟା ପ୍ରାପ୍ତ କରାଯାଏ । ଚାରୋଟି ଯୋଡ଼ି ମଧ୍ୟରୁ ତିନୋଟିରେ, ସମାନ ଢାଞ୍ଚା ପ୍ରୟୋଗ କରାଯାଇଛି ଏବଂ ତେଣୁ ସେମାନେ ଏକ ଗୋଷ୍ଠୀ ଗଠନ କରନ୍ତି । ଏହି ଗୋଷ୍ଠୀରେ ଅନ୍ତର୍ଭୁକ୍ତ ନଥିବା ସଂଖ୍ୟା-ଯୋଡ଼ି ଚୟନ କରନ୍ତୁ।
1
24, 70
2
18, 52
3
43, 86
4
39, 115