ଛଅ ଜଣ ବାଳକ P, Q, R, S, T, ଏବଂ U ଉତ୍ତର ଆଡକୁ ମୁହଁ କରି ଧାଡିରେ ବସିଛନ୍ତି (ସମାନ କ୍ରମରେ ନୁହେଁ)। Q, Sର ଡାହାଣ ପାର୍ଶ୍ୱରୁ ଦ୍ୱିତୀୟ ସ୍ଥାନରେ ଅଛି । P, U ର ବାମପାର୍ଶ୍ୱରେ ଚତୁର୍ଥ ସ୍ଥାନରେ ଅଛି । U ଧାଡିର ଚରମ ପ୍ରାନ୍ତରେ ବସିନାହିଁ | R, Q ର ଡାହାଣପାର୍ଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି |
P ର ଡାହାଣ ପାର୍ଶ୍ୱରେ କିଏ ଦ୍ୱିତୀୟ ସ୍ଥାନରେ ବସିଛି?
1
U
2
T
3
S
4
Q