ସେହି ସେଟ୍ ଚୟନ କରନ୍ତୁ ଯେଉଁଥିରେ ଦିଆଯାଇଥିବା ସେଟ୍ ଗୁଡ଼ିକର ସଂଖ୍ୟା ସହିତ ସମାନ ଭାବରେ ସଂଖ୍ୟା ସମ୍ବନ୍ଧିତ ଅଟେ। (ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା ଯୋଗ/ବିୟୋଗ/ଗୁଣନ କରିବା ଇତ୍ୟାଦି କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇନାହିଁ)
(13, 14, 54)
(15, 18, 66)
1
(11, 13, 52)
2
(15, 17, 66)
3
(13, 19, 64)
4
(12, 34, 90)