ଭାରତ ର ପ୍ରଧାନ ମନ୍ତ୍ରୀ ନିମ୍ନଲିଖିତ ମଧ୍ୟରୁ କାହାର ଅଧ୍ୟକ୍ଷ ଅଟନ୍ତି ?
1. NITI ଆୟୋଗ
2. ଜାତୀୟ ବିକାଶ ପରିଷଦ
3.ଜାତୀୟ ଏକତା ପରିଷଦ
4. କ୍ଷେତ୍ରୀୟ ପରିଷଦ
5. ଜାତୀୟ ଜଳ ସଂଶାଧନ ପରିଷଦ
ନିମ୍ନ ରେ ଦିଆଯାଇଥିବା କୋଡ ର ପ୍ରୟୋଗ କରି ସଠିକ ଉତ୍ତର ବାଛନ୍ତୁ ।
1
କେବଳ 1 ଏବଂ 2
2
କେବଳ 1,2,3 ଏବଂ 5
3
କେବଳ 2, 4, ଏବଂ 5
4
କେବଳ 1, 2, 3, 4, ଏବଂ 5