ଏକ ପ୍ରଶ୍ନ ଦିଆଯାଇଛି, ଯାହା ପରେ ଦୁଇ କଥନ କ୍ରମାଙ୍କ  (I) ଏବଂ (II) ଦିଆଯାଇଛି । ଆପଣଙ୍କୁ ଏହା ନିର୍ଣ୍ଣୟ ନେବାକୁ ହେବ ଯେ କଥନ ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ ନା ନାହିଁ । 

ପ୍ରଶ୍ନ: A, B, C ଏବଂ  D ଏକ ବୃତ୍ତାକାର ମେଜ ର ଚାରିପାଖ ରେ କେନ୍ଦ୍ର ଆଡ଼କୁ ମୁହଁ କରି ବସିଛନ୍ତି । A ର ନିକଟତମ ଡାହାଣ ରେ କିଏ ବସିଛି ?

କଥନ:

(I) C, A ର ନିକଟତମ ବାମ ପାଖରେ ବସିଛି; C ଏବଂ  D ମଧ୍ୟରେ ଜଣେ ବ୍ୟକ୍ତି ବସିଛି । 

(II) A ଏବଂ B ମଧ୍ୟରେ ଜଣେ ବ୍ୟକ୍ତି ବସିଛି; C, B ର ନିକଟତମ ବାମ ପାଖରେ ବସିଛି । 

1
କେବଳ କଥନ  Iରେ  ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲାବେଳେ କଥନ II  ରେ ଦିଆଯାଇଥିବା ସୂଚନା ନୁହେଁ ।  
2
କଥନ I କିମ୍ବା   କଥନ II ରେ ଦିଆଯାଇଥିବା ସୂଚନା କେବଳ  ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ    । 
3
 କଥନ I ଏବଂ  II  ରେ ଦିଆଯାଇଥିବା ସୂଚନା ଏକତ୍ର ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ଅଟେ । 
4
 କେବଳ କଥନ  II ରେ  ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲାବେଳେ କଥନ I  ରେ ଦିଆଯାଇଥିବା ସୂଚନା ନୁହେଁ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation