ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ଏବଂ ଦୁଇଟି ବିବୃତ୍ତି ଉପରେ ବିଚାର କରନ୍ତୁ:
ପ୍ରଶ୍ନ : Z, X ର ଭାଇ କି?
ବିବୃତ୍ତି-1 : X ହେଉଛି Y ର ଭାଇ ଏବଂ Y ହେଉଛି Z ର ଭାଇ ।
ବିବୃତ୍ତି -2 : X, Y ଓ Z ଭାଇ ଭଉଣୀ।
ପ୍ରଶ୍ନ ଏବଂ ବିବୃତ୍ତି ସମ୍ବନ୍ଧରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍ ଅଟେ?
1
ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ ବିବୃତ୍ତି-1 ଯଥେଷ୍ଟ
2
ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ ବିବୃତ୍ତି-2 ଯଥେଷ୍ଟ
3
ପ୍ରଶ୍ନର ଉତ୍ତର ଦେବା ପାଇଁ ଉଭୟ ବିବୃତି-1 ଏବଂ ବିବୃତି-2 ଯଥେଷ୍ଟ
4
ପ୍ରଶ୍ନର ଉତ୍ତର ଦେବା ପାଇଁ ଉଭୟ ବିବୃତ୍ତି -1 ଏବଂ ବିବୃତ୍ତି -2 ଯଥେଷ୍ଟ ନୁହେଁ ।