ଋଷି ଏବଂ ରୋହନଙ୍କ ମାସିକ ସଞ୍ଚୟ ଅନୁପାତ ହେଉଛି 23 : 27 । ମାସିକ ଆୟ ବୃଦ୍ଧି ହେତୁ ସେମାନଙ୍କ ସଞ୍ଚୟ ମଧ୍ୟ ଯଥାକ୍ରମେ 2100 ଏବଂ 1900 ଟଙ୍କା ବୃଦ୍ଧି ପାଇଥାଏ । ତା'ପରେ ସେମାନଙ୍କ ସଞ୍ଚୟ ଅନୁପାତ 22: 23 ହୋଇଯାଏ । ଉଭୟଙ୍କର ନୂତନ ସଞ୍ଚୟର ଅନ୍ତର ସନ୍ଧାନ କର ।
1
200 ଟଙ୍କା
2
350 ଟଙ୍କା
3
420 ଟଙ୍କା
4
370 ଟଙ୍କା