ଦିନେଶ, ଚିଙ୍କୁ ଏବଂ ଏଲିନାଙ୍କ ଠାରୁ ଡେଙ୍ଗା ଅଟନ୍ତି । ଆକାଶ ଏଲିନା ଙ୍କ ପରି  ଡେଙ୍ଗା ନୁହଁନ୍ତି । ଚିଙ୍କୁ ଆକାଶଠାରୁ  ଡେଙ୍ଗା ଅଟନ୍ତି । ଦିନେଶ ବିକାଶଙ୍କ ପରି  ଡେଙ୍ଗା ନୁହଁନ୍ତି । ସେମାନଙ୍କ ମଧ୍ୟରୁ କିଏ ସବୁଠାରୁ  ଡେଙ୍ଗା ଅଛନ୍ତି?

1
ବିକାଶ
2
ଚିଙ୍କୁ
3
ଆକାଶ
4
ଦିନେଶ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation