ନ୍ୟାସନାଲ ସ୍ପେସ ଇନୋଭେସନ ଚ୍ୟାଲେଞ୍ଜ (NSIC) 2023 ର ମୁଖ୍ୟ ଉଦ୍ଦେଶ୍ୟ କ'ଣ ?
1
ଅନ୍ତରିକ୍ଷ ଭ୍ରମଣ ର ନୂତନ ପଦ୍ଧତି ଅନୁସନ୍ଧାନ କରିବା ପାଇଁ
2
ଭାରତୀୟ ମହାକାଶ ସଫଳତା ପ୍ରଦର୍ଶନ କରିବା ପାଇଁ
3
ସ୍ପେସ ଟେକ୍ନୋଲୋଜି ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଆଗ୍ରହ କୁ ପ୍ରଜ୍ଜ୍ଵଳିତ କରିବା
4
ଉନ୍ନତ ମହାକାଶ ଗବେଷଣା ପ୍ରକଳ୍ପ ର ବିକାଶ ପାଇଁ