ସେହି ସେଟ୍ ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡିକ ନିମ୍ନଲିଖିତ ସେଟ୍ ର ସଂଖ୍ୟା ଗୁଡିକ ପରି ସମାନ ଭାବରେ ସମ୍ବନ୍ଧିତ ଅଟେ।

(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା ଯୋଗ/ବିୟୋଗ/ଗୁଣନ କରିବା ଇତ୍ୟାଦି କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇନାହିଁ)

(15, 16, 155)

(12, 13, 125)

1
(18, 12, 150)
2
(13, 15, 150)
3
(21, 15, 195) 
4
(9, 18, 145)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation