ତିନି ବର୍ଷ ପୂର୍ବରୁ, ରାହୁଲ 10% ବାର୍ଷିକ ଚକ୍ରବୃଦ୍ଧି ସୁଧ ହାର ରେ କିଛି ଟଙ୍କା ଉଧାର ନେଲା । ଯଦି ସେହି ଉଧାର ନିଆଯାଇଥିବା ଟଙ୍କା ର ବର୍ତ୍ତମାନ ମୂଲ୍ୟ  11,979 ଟଙ୍କା ହୁଏ, ତେବେ ରାହୁଲ କେତେ ଟଙ୍କା ର ଉଧାର ଆଣିଥିଲା ? 

1
9,000 ଟଙ୍କା 
2
8,979 ଟଙ୍କା 
3
9,979 ଟଙ୍କା 
4
8,000 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation