ବେଳେବେଳେ ଶାରୀରିକ ପରିଶ୍ରମ କରିବା ପରେ ମାଂସପେଶୀ ରେ ଯନ୍ତ୍ରଣା ହୋଇଥାଏ । ଏହି ଫଳାଫଳ ନିମ୍ନଲିଖିତ ମଧ୍ୟରୁ କେଉଁଟିର ଫଳାଫଳ ଅଟେ?
1
ଗ୍ଲୁକୋଜର ପାଇରୁଭେଟରେ ରୂପାନ୍ତର ନହେବା
2
ଗ୍ଲୁକୋଜର ଲାକ୍ଟିକ୍ ଏସିଡ୍ ରେ ରୂପାନ୍ତର ନହେବା
3
ପାଇରୁଭେଟର ଲାକ୍ଟିକ୍ ଏସିଡ୍ ରେ ରୂପାନ୍ତର
4
ପାଇରୁଭେଟର ଆଲକୋହଲରେ ରୂପାନ୍ତର