ଏକ ନିର୍ଦ୍ଧିଷ୍ଟ କୋଡ଼ ଭାଷା ରେ, ଯଦି :

A $ B ର ଅର୍ଥ ହେଉଛି, A, B ର ମା ।

A # B ର ଅର୍ଥ ହେଉଛି ,  A, Bର ପିତା ।  

A @ B ର ଅର୍ଥ ହେଉଛି , A, B ର ସ୍ଵାମୀ  ।

A % B ର ଅର୍ଥ ହେଉଛି ,  A, B  ର ଝିଅ ।

ନିମ୍ନମଧ୍ୟରୁ କେଉଁ ଟି ଦର୍ଶାଏ ଯେ  N, H ର ଭଉଣୀ ଅଟେ  ? 

1
H#R$D$N  
2
H#R#D@N  
3
N%F@D$H  
4
N%F@D%H

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation