ତାଲିକା - I (ଜାତୀୟ ଉଦ୍ୟାନ) ସହିତ ତାଲିକା- II (ଗୁରୁତ୍ୱପୂର୍ଣ୍ଣ  ବନ୍ୟଜନ୍ତୁ) ମେଳ କର ଏବଂ ତାଲିକା ରେ ଦିଆଯାଇଥିବା ସଂକେତ ର ଉପଯୋଗ କରି ସଠିକ ଉତ୍ତରର ଚୟନ କରନ୍ତୁ  :

ତାଲିକା - I

ତାଲିକା - II

(a) ଗିର ଜାତୀୟ ପାର୍କ 

(i) ହାତୀ 

(b) ରନଥମ୍ବୋର 

(ii) ଭାରତୀୟ ସିଂହ

(c) କାଜିରଙ୍ଗା 

(iii) ବାଘ 

(d) ବାନ୍ଦି ପୁର 

(iv) ଏକ ଶିଙ୍ଗିଆ ରାଇନୋ 

(e) କାଞ୍ଚନଜଙ୍ଗା ପାର୍କ 

(v) କସ୍ତୁରୀ ମୃଗ 

1
(a) - (v), (b) - (iii), (c) - (iv), (d) - (ii), e - (i)
2
(a) - (ii), (b) - (iii), (c) - (iv), (d) - (i), e - (v)
3
(a) - (ii), (b) - (iii), (c) - (v), (d) - (iv), e - (i)
4
(a) - (iii), (b) - (v), (c) - (iv), (d) - (ii), e - (i)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation